loading...

କର୍ପୋରେଟ ବ୍ୟାଙ୍କିଙ୍ଗ ଶାଖା ଦ୍ବାରା ରପ୍ତାନୀକାରୀ ଓ ଆମଦାନୀକାରୀଙ୍କ ବୈଠକ ଆୟୋଜିତ

କୋଭିଜ୍- ୧୯ ପ୍ରଭାବର ପ୍ରତିକୂଳ ପରିସ୍ଥିତି ସର୍ଭେ ରପ୍ତାନି କାରବାରରେ ଓଡିଶା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବେଶ ଭଲ ପ୍ରଦର୍ଶନ କରିଅଛି

କର୍ପୋରେଟ ବ୍ୟାଙ୍କିଙ୍ଗ ଶାଖା ଦ୍ବାରା ରପ୍ତାନୀକାରୀ ଓ ଆମଦାନୀକାରୀଙ୍କ ବୈଠକ ଆୟୋଜିତ


ଭୁବନେଶ୍ୱର, କୋଭିଜ୍- ୧୯ ପ୍ରଭାବର ପ୍ରତିକୂଳ ପରିସ୍ଥିତି ସର୍ଭେ ରପ୍ତାନି କାରବାରରେ ଓଡିଶା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବେଶ ଭଲ ପ୍ରଦର୍ଶନ କରିଅଛି । ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ଅଧୁନରେ ରପ୍ତାନି ପ୍ରୋତ୍ସାହନ ଓ ମାର୍କେଟିଂ ନିର୍ଦ୍ଦେଶାଳୟ ସୁତ୍ରରୁ ପ୍ରକାଶ ଯେ, ଗତ ଆର୍ଥିକ ବର୍ଷରେ ଓଡିଶାର ରପ୍ତାନି କାରବାର ୭୪,୦୦୦ । 

ହଜାର କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି, ଯାହା ୨୦୧୯-୨୦ ଆର୍ଥିକ ବର୍ଷରେ ସୃଷ୍ଟି ହୋଇଥିବା ୫୧,୭୪୨ କୋଟି ଟଙ୍କାରୁ ଉର୍ଣ୍ଣ ଅଟେ । ଓଡିଶାରେ ରପ୍ତାନି କାରବାର ବୃଦ୍ଧି ପାଇଁ ବିପୁଳ ସୁଯୋଗ ରହିଛି । ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, ଉପ-ମଣ୍ଡଳ ମୁଖ୍ୟ ଉମାକାନ୍ତ ଦାସ ଏବଂ କର୍ପୋରେଟ୍ ବ୍ୟାଙ୍କିଙ୍ଗ୍ ଶାଖା ମୁଖ୍ୟ କ୍ଷେତ୍ରମୋହନ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମୁଖ୍ୟ ଏ. ଉଦୟ ଭାଷ୍କର ରେଡ୍ଡୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget