loading...

ନାଲକୋ ରେ ଶ୍ରମିକ ଅଶାନ୍ତ । ଭୁବନେଶ୍ଵର ନାଲକୋ କର୍ପୋରେଟ ଅଫିସ ସାମ୍ନାରେ ଭିକ୍ଷୋବ ପ୍ରଦର୍ଶନ

ମଜୁରୀ ବୃଦ୍ଧି, ପଦଉର୍ନତି ,ଅବସର କାଳୀନ ସହାୟତା ,ଉତ୍ତରାକାରୀ ନିଯୁକ୍ତି ଓ କାରଖାନା ଆଇନି ମୁତାବକ ସମସ୍ତ ଭତା ବୃଦ୍ଧି ଦାବି

ନାଲକୋ ରେ ଶ୍ରମିକ ଅଶାନ୍ତ ।  ଭୁବନେଶ୍ଵର ନାଲକୋ କର୍ପୋରେଟ ଅଫିସ ସାମ୍ନାରେ ଭିକ୍ଷୋବ ପ୍ରଦର୍ଶନ


ଭୁବନେଶ୍ଵର,ମଜୁରୀ ବୃଦ୍ଧି, ପଦଉର୍ନତି ,ଅବସର କାଳୀନ ସହାୟତା ,ଉତ୍ତରାକାରୀ ନିଯୁକ୍ତି ଓ କାରଖାନା ଆଇନି ମୁତାବକ ସମସ୍ତ ଭତା ବୃଦ୍ଧି ଦାବିରେ ଭାରତୀୟ ମଜଦୂର ସଙ୍ଘ ପରିଚାଳିତ ଅନୁଗୁଳ ନାଲକୋ ଠିକ ମଜଦୂର ସଙ୍ଘ ଓ ଦାମନଯୋଡି ଠିକା କୋଡିନେସନ କମିଟି ର ସହ ସହ ଶ୍ରମିକ ଆଜି 13 ସେପ୍ଟେମ୍ବର 2022 ଭୁବନେଶ୍ଵର ନାଲକୋ କର୍ପୋରେଟ ଅଫିସ ସାମ୍ନା ରେ ବିଖୋବ ପ୍ରଦର୍ଶନ ସହ ଗଣ ଧାରଣା ଦେଇଛନ୍ତି , ନବରତ୍ନ କମ୍ପାନୀ ନାଲକୋ ତାର ଠିକା କର୍ମଚାରୀ ମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରମିକ । 

ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି , ଶ୍ରମିକ ମାନେ ଏହାର ପ୍ରତିବାଦ କରିବା ରୁ ସେମାନଙ୍କୁ କାମରୁ ଛଟେଇ କରିବା ପାଇଁ ଧମକ ଓ କର୍ମଚାରୀ ମାନଙ୍କୁ ଅଧାଦିନ କାମ ନ ଦେଇ ଶ୍ରମିକ ମାନଙ୍କୁ ବାହାର କରାଯାଉଛି " ସମାନ କାମପାଇଁ ନୂତନ ନିଯୁକ୍ତି ଦେଇ ସେମାନଙ୍କ ଠାରୁ ବେନିୟମ ଭାବରେ ଅର୍ଥ ସଂଗ୍ରହ କରାଯାଉଛି । ଶ୍ରମିକ ଶୋଷଣ ଯୋଗୁ ଘୋର ଅସନ୍ତୋଷ ଦେଖା ଦେଇଛି . ବାରମ୍ବାର ନିବେଦନ ସନ୍ଦେ ନାଲକୋ ମ୍ୟାନେଜମେଣ୍ଟ ର ଅସମ୍ବେଦନଶୀଳତା ଯୋଗୁ ଆଜି ଏହି ବିଖୋବ ସମାବେଶ ହୋଇଛି । 

ଯଦି ମ୍ୟାନେଜମେଣ୍ଟ ଠିକା ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରେ ତାହାଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ । କରାଯିବ , ଉକ୍ତ ଧାରଣା ର ନେତୃତ୍ବ ଭାରତୀୟ ମଜଦୂର ସଙ୍ଘ ରାଜ୍ୟ ନେତୃତ୍ବ ଶାନ୍ତନୁ ମହାପାତ୍ର ,ବସନ୍ତ ସହୁ, କର୍ମଚାରୀ ସଂଗଠନ ନେତୃତ୍ବ ବିଭୁତି ମହାପାତ୍ର ,ବାଇଧର ସାମଲ ,ଆଲୋକ ଖରା ,ଦେବରାଜ ବେହେରା , ବିଜୟ ବିହାରୀ ପତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget